ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଝାମୁଯାତ୍ରା ଉପରେ ରୋକ ଲଗାଇଲା ବୋଲଗଡ଼ ପ୍ରଶାସନ ।

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କରୋନା ସଂକ୍ରମଣର ଦ୍ଵିତୀୟ ଲହରୀକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜାରି କରିଥିବା…

ଆମ ରିପୋଟରକଟକଜିଲ୍ଲା

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୧ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବୟାଳିଶ ମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ରେ ବିପୁଳ ପରିମାଣର ବିସ୍ଫୋରକ ଜବତ – ୩ ଗିରଫ : ଲିଙ୍କ୍ ଖୋଜୁଛି ପୁଲିସ !!

କନ୍ଧମାଳ (ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ବିପୁଳ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ମାସ୍କ ଚେକିଂ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଢେ଼ଙ୍କାନାଳ ଓକିଲ ସଂଘର ପ୍ରତିକ୍ରିୟା !

ଢେ଼ଙ୍କାନାଳ ( ଆୱାଜ ମିଡିଆ ) – ରଞ୍ଜିତ ବେହେରା : ଗତ କିଛିଦିନ ହେବ କୋରନା ର ଦ୍ୱିତୀୟ ଲହରୀ ତାର କାୟା ବିସ୍ତାର କରିଥିବା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଭ୍ରାମ୍ୟମାଣ ପାନୀୟ ଜଳ ସେବା : ପଟିଆ ସାଇ ମନ୍ଦିର ତରଫରୁ ନିଆରା ପ୍ରୟାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଢୁଛି ଖରା , ତାତି ବଢିବା ସହ ବଢ଼ିବାରେ ଲାଗିଛି ପାନୀୟ ଜଳ ସମସ୍ୟା…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦାରେ କରୋନା ଟୀକାକରଣ : ଦିନେ ଖୋଲା – ଦିନେ ତାଲା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା ନ ପାଇ ଫେରିଲେ ବହୁ ଵୟୋଜୈଷ୍ଠ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ପଶୁପକ୍ଷୀଙ୍କ ପାଇଁ ପାଣି କୁଣ୍ଡର ବ୍ୟବସ୍ଥା କଲେ ସାମାଜିକ କର୍ମୀ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବା ସମୟରେ ଦେଖା ଦେଇଛି ଜଳ କଷ୍ଟ . ପ୍ରାୟତଃ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

କିଣିଲୋ ଅଙ୍ଗନୱାର୍ଡ କେନ୍ଦ୍ରରେ ଶିଶୁ ଖାଦ୍ୟ ଆତ୍ମସାତ ଅଭିଯୋଗ ।

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କିଣିଲୋ ଅଙ୍ଗନୱାଡି କେନ୍ଦ୍ରରେ ପୁଣି ସାମ୍ନାକୁ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜ୍ୟ

କ.ନୂଆଗାଁ ବ୍ଲକ ଅଞ୍ଚଳରେ ଅଜଣା ରୋଗ ଆତଙ୍କ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

କଙ୍କଡ଼ାହାଡ଼ ସାମ୍ବାଦିକ ସଂଘ ତରଫରୁ ରକ୍ତଦାନ ଶିବିର !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…