ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାମୁଖ୍ୟ ଖବରରାଜ୍ୟ

ବିକିସର ଗ୍ରାମର ଗୋଚର ଜମି ଓ ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ କାଟି ପଦା କରିଦେଲେ ଜମି ମାଫିଆ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳ ଓ କଣିହାଁ ତହସିଲ ଅନ୍ତର୍ଗତ ସମଲ ପଞ୍ଚାୟତ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଲକ ଡାଉନ ରେ ଚୋରାରେ ମଦ କିଣୁଥିଲେ ସାବଧାନ !! ମଦ ବୋତଲ ଭିତରେ କଙ୍କଡା ବିଛା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ସଂକ୍ରମଣ ଏବଂ ତାଲାବନ୍ଦ କଟକଣା ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବର

ପୁଲିସ କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଚୋର ଧରିବାକୁ ଯାଇଥିବା ପୁଲିସ କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଅଫିସ ଭିତରେ ମଦ୍ୟ ପାନ କରି ଅବକାରୀ ବିଭାଗର ସବ-ଇନ୍ସପେକ୍ଟର ନିଲମ୍ବିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଅଫିସ ଭିତରେ ମଦ୍ୟ ପାନ କରି ଅବକାରୀ ବିଭାଗର ସବ-ଇନ୍ସପେକ୍ଟର ନିଲମ୍ବିତ . କେନ୍ଦ୍ରାପଡା…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

ବାଇଟ ଦେଲାବେଳେ ଫ୍ଲୋ ଫ୍ଲୋ ରେ ଦଳୀୟ ସୁପ୍ରିମୋ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଦେଲେ ନୟାଗଡ଼ ବିଜେଡି ମହିଳା ମୋର୍ଚ୍ଚା ସଭାପତି !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବିଜେଡି ମହିଳା ମୋର୍ଚ୍ଚା ର ନୂତନ ସଭାପତି ଭାବରେ ଦାୟିତ୍ୱ ନେଲେ ଶ୍ରୀମତୀ…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବରରାଜ୍ୟ

ଧରମଭାଇ ଓ ଭଉଣୀ ର ପ୍ରେମ ରେ ବଳି ପଡିଲା ମା !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଚୋରା ପୀରତି ରେ ଚାଲିଗଲା ନିରୀହ ରୁମିଲା କାଣ୍ଡି ଙ୍କ ଜୀବନ ।…

ଅନୁଗୁଳଆମ ରିପୋଟରଜିଲ୍ଲାମୁଖ୍ୟ ଖବରରାଜ୍ୟ

କଣିହାଁ ଥାନାଧିକାରୀଙ୍କ ମେରୀରାୟ ନୀତି : ରୋଗୀଙ୍କୁ ଥାନା ଭିତରେ ମାଡ ମାରି ଉଠବସ କଲେ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ଥାନାରେ ଚାଲିଛି ବିଚିତ୍ର ଶାସନ ନୀତି। ସାଧାରଣ ଲୋକଙ୍କ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଆଉ ନାହାନ୍ତି ତପୁ ମିଶ୍ର !!

ଭୁବନେଶ୍ୱର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ଏକ ଦୁଃଖଦ ଖବର ସମଗ୍ର ରାଜ୍ୟରେ ଖେଳାଇ ଦେଇଛି ଶୋକ । ଲୋକପ୍ରିୟ କଣ୍ଠଶିଳ୍ପୀ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜଗତସିଂହପୁରଜିଲ୍ଲାମୁଖ୍ୟ ଖବରଯାଜପୁରରାଜ୍ୟ

ମହଙ୍ଗା ପଡିଲା କୋଭିଡ କଟକଣା ଭାଙ୍ଗି ନାଗିନା ଡ୍ୟାନ୍ସ : ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର । ମହଙ୍ଗା…