ଆମ ରିପୋଟରକଟକଜିଲ୍ଲା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶ ମୌଜାର ଧାର୍ମିକ ପୀଠରେ ହନୁମାନ ଚାଳିଶା ପାଠ ।

କଟକ ( ଆୱାଜ ମିଡ଼ିଆ ) ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ ପକ୍ଷରୁ ପବିତ୍ର ପଣାସଂକ୍ରାନ୍ତି…

ଆମ ରିପୋଟରକଟକଜିଲ୍ଲା

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୧ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବୟାଳିଶ ମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଭ୍ରାମ୍ୟମାଣ ପାନୀୟ ଜଳ ସେବା : ପଟିଆ ସାଇ ମନ୍ଦିର ତରଫରୁ ନିଆରା ପ୍ରୟାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଢୁଛି ଖରା , ତାତି ବଢିବା ସହ ବଢ଼ିବାରେ ଲାଗିଛି ପାନୀୟ ଜଳ ସମସ୍ୟା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ପଶୁପକ୍ଷୀଙ୍କ ପାଇଁ ପାଣି କୁଣ୍ଡର ବ୍ୟବସ୍ଥା କଲେ ସାମାଜିକ କର୍ମୀ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବା ସମୟରେ ଦେଖା ଦେଇଛି ଜଳ କଷ୍ଟ . ପ୍ରାୟତଃ…

ଆମ ରିପୋଟରକଟକଜିଲ୍ଲା

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ଲାଗୁ ପ୍ରତିବାଦରେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ…

ଆମ ରିପୋଟରକଟକଜିଲ୍ଲା

ବିଧାୟକ ମାଡି ବସିଛନ୍ତି ସରକାରୀ ଜାଗା : ଉଚ୍ଛେଦ ଦାବୀରେ ବିଜେପିର ଆନ୍ଦୋଳନ !

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ବିଧାୟକ ମାଡି ବସିଛନ୍ତି ସରକାରୀ ଜାଗା , ଉଚ୍ଛେଦ ଦାବୀରେ ବିଜେପି…

ଆମ ରିପୋଟରକଟକଜିଲ୍ଲା

ବାରୁଣେଇ ମହାସ୍ନାନ ଉତ୍ସବ ପାଳିତ !!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ପ୍ରାଚୀନ ଏବଂ ସୁପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ସର୍ପେଶ୍ୱର ମହାଦେବଙ୍କ ଆମନ୍ତ୍ରଣ…

ଆମ ରିପୋଟରକଟକଗଜପତିବାଲେଶ୍ୱରରାଜ୍ୟସ୍ମାର୍ଟ ସିଟି

ଦିବ୍ୟାଙ୍ଗ ଙ୍କ ପାଇଁ ବଞ୍ଚିବାର ନୂଆ ରାହା ଆଣିଛି ରୋଟାରୀ !!

ବାଲେଶ୍ଵର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଜାରି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ଗୋ-ହତ୍ୟା ଏବଂ ଗୋ-ଚାଲାଣ ବନ୍ଦ ଉଦ୍ଦେଶ୍ୟରେ ମହାମହିମ ରାଜ୍ୟପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

ଭୁବନେଶ୍ୱର // କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଗୋ-ହତ୍ୟା ଏବଂ ଗୋ-ଚାଲାଣ ବନ୍ଦ ପାଇଁ କଡା…