ଆମ ରିପୋଟରକନ୍ଧମାଳଜିଲ୍ଲା

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ ନିୟମ କଡ଼ାକଡ଼ି : ଅମାନିଆଙ୍କୁ ସାବାଡ଼ କରୁଛି ଜିଲ୍ଲା ପ୍ରଶାସନ !!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରା ଦେଶକୁ ।…

ଅପରାଧଆମ ରିପୋଟରକଟକଜିଲ୍ଲା

ଚୋରା ଦେଶୀ ବନ୍ଧୁକ ସହ କୁଟୁରା ମାଂସ ଜବତ !

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ନରସିଂହପୁର ବନବିଭାଗ ର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ…

ଆମ ରିପୋଟରଗଜପତିଜିଲ୍ଲା

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ଗଜପତି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଜପତି ଜିଲ୍ଲା ର ପ୍ରଥମ ଭର୍ଚୁଆଲ କର୍ମଶାଳା ଜିଲ୍ଲା ସଭାପତି…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ ସୂଚକ ୪୬ତମ ଡକ୍ଟରେଟ ଉପାଧି ପ୍ରଦାନ !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍‌ ଓ କିସର ପ୍ରତିଷ୍ଠାତା ଏବଂ…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବର

ବହୁଚର୍ଚ୍ଚିତ ଚେଷ୍ଟା ନିଶା ନିବାରଣ କେନ୍ଦ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀ ଗିରଫ…

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ସ୍ଥିତ ଚେଷ୍ଟା ନିଶା ନିବାରଣ କେନ୍ଦ୍ରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ…

ଆମ ରିପୋଟରକନ୍ଧମାଳଜିଲ୍ଲା

ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ : ଜରିମାନା ଆଦାୟ !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ ବଳବତ୍ତର ରହିଛି ଲକ ଡାଉନ ର କଟକଣା . ସମସ୍ତ ପ୍ରକାରର…

ଆମ ରିପୋଟରକନ୍ଧମାଳଜିଲ୍ଲା

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କାମ କୁ ଜମି ହରାଉଥିବା ଲୋକଙ୍କ ବିରୋଧ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗାଁକୁ ରାସ୍ତା ନ ଥିଲା , ଗାଁକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ପୁନଃ ନିର୍ମାଣ ହେଉଛି ଯଦୁମଣୀ ଙ୍କ ପ୍ରତିମୂର୍ତ୍ତୀ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମାର୍ଚ୍ଚ ମାସ ୩୧ ତାରିଖରେ ନୟାଗଡ ମାଟିରେ ଘଟିଥିଲା ଅଘଟଣ । ନୟାଗଡ ମାଟିର…

ଆମ ରିପୋଟରକନ୍ଧମାଳଜିଲ୍ଲା

ବନ୍ଧରେ ଗାଧୋଇବା ବେଳେ ବୁଡ଼ିଯାଇ ୩ବର୍ଷ ଶିଶୁର ମୃତ୍ୟୁ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ , କୋଟଗଡ ବ୍ଲକ ମାଦାଗୁଡା ର ଦୁରିଙ୍ଗିପଡି…