ଜିଲ୍ଲାଯାଜପୁରରାଜ୍ୟ

NILର କର୍ମଚାରୀଙ୍କୁ ଦରମା ପ୍ରଦାନ ନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କୁ ଦରମା ମିଳିବା ନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲେ…

ଜିଲ୍ଲାରାଜ୍ୟରାୟଗଡା

ବିଜେଡିର ସାଙ୍ଗଠନିକ ବୈଠକ : ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲ୍ଲାରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ . ଚାନ୍ଦିଲି ପଞ୍ଚାୟତ କାର୍ଯ୍ୟଳୟ ରେ…

କଟକଜିଲ୍ଲାରାଜ୍ୟ

ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତି ପ୍ରତ୍ୟାହାର ଦାବି

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜ୍ୟ ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତି କୁ ପ୍ରତ୍ୟାହାର କରିବା ଦାବିରେ କଟକ…

କଳାହାଣ୍ଡିଜିଲ୍ଲାରାଜ୍ୟ

ଇଂ.ବୈଶାଖୀ ନନ୍ଦ ହେଲେ ବିଜୁ ଛାତ୍ର ଜନତା ଦଳର ଉପସଭାନେତ୍ରୀ

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାନେତ୍ରୀ ଇଂ. ବୈଶାଖୀ ନନ୍ଦଙ୍କୁ ଅନୁମୋଦନ କରିଛନ୍ତି…

କେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

କେନ୍ଦ୍ରାପଡ଼ାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ବିଭିନ୍ନ ସଂଘଠନ ପକ୍ଷରୁ ଧାରଣା

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଧାରଣା ଦେଲେ ବିଭିନ୍ନ ସଂଗଠନ ।…

ଜିଲ୍ଲାନୟାଗଡରାଜ୍ୟ

ନୟାଗଡ଼ରେ “ସାହି ସବୁଜିମା” କାର୍ଯ୍ୟକ୍ରମ !!

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମା ଫାଉଣ୍ଡେସନ ତରଫରୁ “ସାହି ସବୁଜିମା” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନୟାଗଡ଼…

କଟକଜିଲ୍ଲାରାଜ୍ୟ

ମୃତ ନାବାଳିକା ପୂଜାଙ୍କୁ ନ୍ୟାୟ ଦାବି !!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମୃତ ନାବାଳିକା ପୂଜାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର…