ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ ରେ ହୋଇପାରେ ଫେସ ଟୁ ଫେସ ପରିସ୍ଥିତି : ପୁଲିସ ପ୍ରଶାସନ ସଜାଗ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବଦଳୁଛି ବାଙ୍କୀ ରାଜନୀତି ର ମାହୋଲ , ବଡ ଶକ୍ତି ପ୍ରଦର୍ଶନ ପାଇଁ ଚାଲିଛି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାରଙ୍ଗ ରେ 50-50 // ହେଲେ ବାଙ୍କୀ ଡମପଡ଼ାରେ 72 – 28 : ସବୁ ଅନର୍ଥର ସିଧା ହିସାବ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେପି ତରଫରୁ ବ୍ଲକ ଆଗରେ ଧାରଣା , ପ୍ରଥମେ ବାଙ୍କୀ ବ୍ଲକ ଆଉ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ମଉକା ଅଛି : ଚଉକା ମାରିବାକୁ ରେଡି ହଉଛନ୍ତି ଅବିନାଶ ପଟ୍ଟନାୟକ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ପରିସ୍ଥିତି ଯାହା କେତେବେଳେ କଣ ଘଟିବ କହିବା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଦିଲ୍ଲୀର ଜନ୍ତର ମନ୍ତର ଠାରେ ନିରୀହ ଛାତ୍ର ଛାତ୍ରୀଙ୍କ ଉପରେ ପୋଲିସର ବର୍ବର ଆକ୍ରମଣ ବିରୁଦ୍ଧରେ ଭୁବନେଶ୍ୱରରେ ପ୍ରତିବାଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦିଲ୍ଲୀର ଜନ୍ତରରମନ୍ତର ଠାରେ ଗତ ଜୁଲାଇ ୨୦ ତାରିଖରେ ହୋଇଥିବା ଆନ୍ଦୋଳନ ସମୟରେ ଯେଉଁଭଳି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) -ଶାଶ୍ଵତୀ ନାୟକ : ଦୀର୍ଘ ୧୯ ଦିନ ଧରି ସୋନମ୍ ୱାଂଙ୍ଗଚୁକ୍ ଦ୍ୱାରା ଯେଉଁ ଆମରଣ ଅନଶନ ଚାଲିଛି ଏବଂ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

କଟକ ଜିଲ୍ଲାର ଦୁଇ ପ୍ରଭାତ ଙ୍କ ଗଣିତ : ଜଣଙ୍କର ଅଙ୍କ ଶେଷ – ଆଉ ଜଣଙ୍କର କଷା ଚାଲିଛି !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାର ଦୁଇ ପ୍ରଭାତ ଙ୍କ ରାଜନୈତିକ ଗଣିତ , ଜଣଙ୍କର ଅଙ୍କ ଶେଷ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ବଢ଼ିବ ବର୍ଷା ପରିମାଣ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ , ବଢ଼ିବ ବର୍ଷା ପରିମାଣ ! ବଙ୍ଗୋପସାଗରରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଦୌରାତ୍ମ୍ୟ ଘଟେଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଆମ୍ ଆଦମୀ ପାର୍ଟିର ଦାବୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କିଛି ପୁରୁଷ ଅଣଛାତ୍ର କ୍ୟାମ୍ପସ…

ଆମ ରିପୋଟରଜିଲ୍ଲାରାଜ୍ୟସମ୍ବଲପୁର

ଖୋଲିଲା ହୀରାକୁଦ୍ ଗେଟ୍ : ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ !!!

ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋଲିଲା ହୀରାକୁଦ୍ ଗେଟ୍ । ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାପାଠ ପରେ ପ୍ରଥମେ…