ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

“ଓଡ଼ିଆ ପର୍ବ” ସାହିତ୍ୟ ପତ୍ରିକା ଦ୍ୱାରା “ପୁରାଣ ମହୋତ୍ସବ” ଆୟୋଜିତ !!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପତ୍ରିକା “ଓଡ଼ିଆ ପର୍ବ” ଦ୍ୱାରା ଆୟୋଜିତ ହୋଇଯାଇଛି ପୁରାଣ ମହୋତ୍ସବ…

ଆମ ରିପୋଟରଗଜପତିଜିଲ୍ଲା

ବିଦ୍ୟୁତ ବିଭାଗର ଖେଳ : ଲୋକଙ୍କ ପାଇଁ କାଳ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଛକ ସ୍ଥାନରେ ଟ୍ରାନ୍ସଫର୍ମର ତାର…

ଆମ ରିପୋଟରକଳାହାଣ୍ଡିଜିଲ୍ଲାରାଜ୍ୟ

ଚାକିରୀ ଦେବା ନାଁ ରେ ଟଙ୍କା ଠକେଇ : ଫେରସ୍ତ ମାଗିବାରୁ ମାଡ – ଥାନାରେ ଏତଲା ।।

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରିଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ର ସଞ୍ଜୟ ସିଂ ନାମରେ ଆସିଛି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଫ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥିତ ସଦଭାବନା ଗୃହ ମଧ୍ୟରେ ଫ୍ୟାଲେରିଆ ନିରାକରଣ ପାଇଁ ଏକ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡରେ ଭୁବନେଶ୍ୱର ସାଂସଦଙ୍କୁ ବିପୁଳ ସମ୍ବର୍ଦ୍ଧନା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ବିପୁଳ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଏକାଠି ହେଲେ କର୍ମଜୀବୀ ସାମ୍ବାଦିକ ।

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଚାରି ଗାଁ ଇକୋପାର୍କ ରେ ଜିଲା ସ୍ତରୀୟ କର୍ମଜୀବୀ ସାମ୍ବାଦିକ ମାନେ…

ଆମ ରିପୋଟରଗଜପତିଜିଲ୍ଲା

ବିଶିଷ୍ଟ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ।

ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଶିଷ୍ଟ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି ।…

ଆମ ରିପୋଟରଜିଲ୍ଲାନୟାଗଡ

ଭାଟସାହି ସରପଞ୍ଚଙ୍କ ନିଆରା ପ୍ରୟାସ : ତଅପୋଇ ଆମ୍ବୁଲାନସ ସେବା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜନସେବା ପାଇଁ ନିଆରା ପ୍ରୟାସ କରି ସାଧାରଣରେ ପ୍ରଶଂସା ର ପାତ୍ର ହୋଇଛନ୍ତି ଭାଟସାହି…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ସନ୍ଧ୍ୟାତାରା ସାହିତ୍ୟ ସଂସଦ ର ୪୨ତମ ବାର୍ଷିକ ଉତ୍ସବ ପାଳିତ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ମଧ୍ୟରେ ଥିବା ଗୋପବନ୍ଧୁ ଟାଉନ ହଲ ପରିସରରେ ସଂଧ୍ୟାତାରା ସାହିତ୍ୟ ସଂସଦର…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଆଗଧାଡିର କରୋନା ଯୋଦ୍ଧା ନେଲେ ଟିକା !!

ଢେ଼ଙ୍କାନାଳ ( ଆୱାଜ ମିଡିଆ ) – ରଞ୍ଜିତ ବେହେରା : କରୋନା ଲଢେଇରେ ସାମିଲ ହୋଇଥିବା ଢେଙ୍କାନାଳ ଜିଲ୍ଲାର ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ କରୋନା ଟୀକା…