ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ଅନଶନକୁ ସମର୍ଥନ ଦେବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ଗଣଧାରଣା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ପରିବେଶବିତ୍, ଶିକ୍ଷାବିତ୍ ଏବଂ ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା…

ଆମ ରିପୋଟରକଟକଜିଲ୍ଲା

ବାବା ସର୍ପେଶ୍ୱର ସେବା ଫାଉଣ୍ଡେସନ ତରଫରୁ ଆଠଗଡ ଅଂଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ସମାଜସେବା ର ନିଆରା ଉଦାହରଣ ! ସାହସୀ ମାନସ ଙ୍କ ନେତୃତ୍ୱରେ ଅସହାୟ ପରିବାରକୁ…

ଆମ ରିପୋଟରଗଜପତିଜିଲ୍ଲା

ନୃସିଂହ ଓ ବରାହ ଅବତାରରେ ଠାକୁରଙ୍କର ଦର୍ଶନ କଲେ ଭକ୍ତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଠାକୁରଙ୍କର ନୃସିଂହ ଓ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ନିକଟରେ ବରିଷ୍ଠ ନାଗରିକ…

ଆମ ରିପୋଟରକଟକଜିଲ୍ଲା

ତାଳବସ୍ତ ଧମାକାରେ – ଚର୍ଚ୍ଚିକା କ୍ରିକେଟ ଟିମ ବିଜୟୀ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଧମାକାରେ ଚର୍ଚ୍ଚିକା କ୍ରିକେଟ ଟିମ ବିଜୟୀ | ଗ୍ରାମାଞ୍ଚଳ କ୍ରିକେଟ ଖେଳକୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ଚତୁର୍ଥ…

ଆମ ରିପୋଟରଗଜପତିଜିଲ୍ଲା

ମତ୍ସ୍ୟ ଓ କଛପ ଅବତାରରେ ଠାକୁରଙ୍କର ଦର୍ଶନ କଲେ ଭକ୍ତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ ଆଜି ଠାକୁରଙ୍କର ମତ୍ସ୍ୟ…

ଆମ ରିପୋଟରକଟକଜିଲ୍ଲା

ସଭାପତି ଭାବେ ରବୀନ୍ଦ୍ର ପାଣିଗ୍ରାହୀ ପୁନଃ ନିର୍ବାଚିତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତସ୍ଥ ସରକାରୀ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ପୁରୁଣା…