ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ପିମ୍ପୁଡିଆ ଗ୍ରାମରେ ମହିଳାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହରେ କୁହେଳୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପିମ୍ପୁଡିଆ ଗ୍ରାମର ସବିତା ମହାନ୍ତ ଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ସନ୍ଦେହରେ କୁହେଳୀ ,…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ – ବୌଦ୍ଧ ସୀମାନ୍ତରେ କମ୍ବିଂ ଅପରେଶନ ଜୋରଦାର : ବହୁ ମାଓ ସାମଗ୍ରୀ ଜବତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ-ବୌଦ୍ଧ ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରୁ ସର୍ଚ୍ଚ ଅପରେସନ ବେଳେ…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ବନ ବିଭାଗ କବଜାରେ ତିନି କୁଖ୍ୟାତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ସକ୍ରିୟ ହୋଇ ଉଠିଛନ୍ତି ଜଙ୍ଗଲୀ ସାମଗ୍ରୀ ଏବଂ ପଶୁ ଚମଡା ଚାଲାଣ ରାକେଟ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଛତୁ ଗୋଟାଇ ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା !!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଘରେ ପଶି ଲୁଟ ପାଟ ସହ 14 ବର୍ଷର ନାବାଳିକା କୁ ଅପହରଣ ଅଭିଯୋଗ !

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରାପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନିୟ ଘଟଣା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାମୁଖ୍ୟ ଖବରରାଜ୍ୟ

ବିକିସର ଗ୍ରାମର ଗୋଚର ଜମି ଓ ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ କାଟି ପଦା କରିଦେଲେ ଜମି ମାଫିଆ !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ତାଳଚେର ବନାଞ୍ଚଳ ଓ କଣିହାଁ ତହସିଲ ଅନ୍ତର୍ଗତ ସମଲ ପଞ୍ଚାୟତ…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ନ୍ୟାୟ ପାଇଁ ଦାବୀ କଲେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦୁଷ୍କର୍ମ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦରଖାସ୍ତ . ଢେଙ୍କାନାଳ…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରିବାରିକ କଳହର କରୁଣ ପରିଣତି : ନିଜ ଝିଅ ଓ ପତ୍ନୀ କୁ ହାଣି ନିଜେ ଆତ୍ମହତ୍ୟା କଲା ସ୍ୱାମୀ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ପାରିବାରିକ କଳହର କରୁଣ ପରିଣତି . ଜଗତସିଂହପୁର ଜିଲ୍ଲା ଓଡିସ ପଂଚାୟତର ଚାନ୍ଦକାପାଟଣା…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଲକ ଡାଉନ ରେ ଚୋରାରେ ମଦ କିଣୁଥିଲେ ସାବଧାନ !! ମଦ ବୋତଲ ଭିତରେ କଙ୍କଡା ବିଛା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ସଂକ୍ରମଣ ଏବଂ ତାଲାବନ୍ଦ କଟକଣା ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ…