ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାନୟାଗଡ

ନୂଆ ତରିକାରେ ଜାତୀୟ ରାଜପଥରେ ଲୁଟିନେଲେ ଟ୍ରକ୍‌ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା । ବାରମ୍ବାର ହେଉଛି ଲୁଟ । ପୋଲିସକୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେଗୁନିଆ ତହସିଲ କର୍ମଚାରୀଙ୍କ ଘରେ ଡକାୟତି !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବେଗୁନିଆ ଅଞ୍ଚଳରେ ଘଟିଛି ଡକାୟତି । ବେଗୁନିଆ ତହସିଲ କର୍ମଚାରୀ ରମେଶ ଚନ୍ଦ୍ର ଦଳେଇ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବରିଷ୍ଠ ନାଗରିକ ନେଲେ କୋଭିଡ ଟୀକା !

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ ଟୀକାକରଣକୁ ଖୋର୍ଦ୍ଧା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜାତୀୟ ରାଜପଥରୁ ଧଳା ଜହର ଜବତ : ତିନି ଅଭିଯୁକ୍ତ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭୁବନେଶ୍ୱର- ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡକାୟତି ଉଦ୍ୟମ ବେଳେ ମାଡି ବସିଲା ପୁଲିସ

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ…

ଆମ ରିପୋଟରକଟକଖେଳଖୋର୍ଦ୍ଧାଜିଲ୍ଲାରାଜ୍ୟ

ସହିଦ କପ ୨୦୨୧ : ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସହୀଦ ଭଗତ ସି° ଯୁବ ପରିଷଦ ଆନୁକୂଲ୍ୟରେ ସହିଦ କପ୍-୨୦୨୧ ଅନୁଷ୍ଠିତ ହୋଇଯାଇଛି ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଧାନ ବିକ୍ରି ବନ୍ଦ ହେବାରୁ ଧାନ ବସ୍ତା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସଂଯୋଜକ ସୁରେଶ କୁମାର ମାନସିଂହ, ବୋଲଗଡ଼ ବ୍ଲକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେଆଇନ ଚାଲାଣ ବେଳେ ଚଢ଼ାଉ : ୬ଟି ପଥର ବୋଝେଇ ଟ୍ରକ ଜବତ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲଗାତାର ଚଢ଼ାଉ, ଜବତ ଓ କାର୍ଯ୍ୟାନୁଷ୍ଠାନ ପରେ ବି ଥମିବାର ନାଁ ଧରୁନି ବେଆଇନ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

କଳାପଥର ଚନ୍ଦ୍ରଶେଖର କ୍ଲବ ର ବାର୍ଷିକ ଉତ୍ସବ !

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କ୍ଲବ ର…

ଆମ ରିପୋଟରକଟକଖେଳଖୋର୍ଦ୍ଧାଜିଲ୍ଲାରାଜ୍ୟ

ଫେବୃଆରୀ ୨୮ ରେ ସହୀଦ କପ : ଏକାଠି ହେବେ ମିଡ଼ିଆ – ଅଭିନେତା – ରାଜନେତା ଏବଂ ସଚିବାଳୟ ସରକାରୀ ଅଧିକାରୀ ।

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆସନ୍ତା ଫ୍ରେବୃଆରୀ 28 ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ…